ଯଥେପ୍ସିତ J̄athepsita

  • ସଂ. ବିଣ.—(ଯଥା+ଇପ୍ସିତ=ଅଭିଳଷିତ) — ବାଞ୍ଛାନୁ— ରୂପ; ବାଞ୍ଛାନୁସାରେ ଘଟିବା; ବାଞ୍ଛାକଳ୍ପିତ — Wished for; cherished; desired
  • ସଂ. କ୍ରି. ବିଣ. — ଯଥେଚ୍ଛ (ଦେଖ) — J̄athechchha (See)