ଯଥାସ୍ଥିତ J̄athā sthita
- ସଂ. କ୍ରି. ବିଣ (ଯଥା+ସ୍ଥିତ) — ଯେଉଁଠାରେ ଥିଲା ସେହିଠାରେ; ପୂର୍ବ ସ୍ଥାନରେ — In status quo ante; as it had stood before
- ସଂ. କ୍ରି. ବିଣ (ଯଥା+ସ୍ଥିତ) — ଯଥାର୍ଥରେ — Truly
- ସଂ. କ୍ରି. ବିଣ (ଯଥା+ସ୍ଥିତ) — ଘଟନାନୁସାରେ — According to circumstances
- ବିଣ. ପ୍ରକୃତ; ସତ୍ୟ — True; right
- ବିଣ. ଉପଯୁକ୍ତ — Proper fit (Apte)