ଯଜ୍ଞିୟ J̄ajn̄iya

  • ସଂ. ବିଣ (ଯଜ୍ଞ+ହିତାର୍ଥ ଇୟ) — ଯଜ୍ଞ ସମ୍ବନ୍ଧୀୟ — Sacrificial (Apte)
  • ସଂ. ବିଣ (ଯଜ୍ଞ+ହିତାର୍ଥ ଇୟ) — ପବିତ୍ର — Holy (Apte)
  • ସଂ. ବିଣ (ଯଜ୍ଞ+ହିତାର୍ଥ ଇୟ) — ପୂଜ୍ୟ — Adorable (Apte)
  • ସଂ. ବିଣ (ଯଜ୍ଞ+ହିତାର୍ଥ ଇୟ) — ପୁଣ୍ୟାତ୍ମା — Pious; devout (Apte)
  • ସଂ. ବି — ଦେବତା — A god; Deity (Apte)
  • ସଂ. ବି — ଦ୍ୱାପରଯୁଗ — The 3rd or Dwāpara J̄uga