ଯଜ୍ଞସୂତ୍ର J̄ajn̄a sūtra

  • ସଂ. ବି (ମ. ପ. ଲୋ) — ଯଜ୍ଞୋପବୀତ; ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟଙ୍କର ବ୍ରତ ହେବା ସମୟରୁ ସ୍କନ୍ଧରେ ଲମ୍ବାଯିବା ପଇତା — The sacred thread worn by the twice-born castes since their initiation