ଯଜ୍ଞାଙ୍ଗ J̄ajn̄āṅga
- ସଂ. ବି ( 6 ଷ୍ଠୀ ତତ୍) — ଯଜ୍ଞର ଅବୟବ ବା ଆବଶ୍ୟକ ଅଂଶ — The essential part of sacrificial ceremony
- ସଂ. ବି ( 6 ଷ୍ଠୀ ତତ୍) — ଯଜ୍ଞ ଡିମିରି (ଗଛ) (ଦେଖ) — J̄ajn̄a ḍimiri (tree) (See)
- ସଂ. ବି ( 6 ଷ୍ଠୀ ତତ୍) — ଖଦିର ବୃକ୍ଷ — The catechu tree
- ସଂ. ବି ( 6 ଷ୍ଠୀ ତତ୍) — ବ୍ରାହ୍ମଣଝାଟିଆ ଗଛ — Saponanthus Indica
- ସଂ. ବି ( 6 ଷ୍ଠୀ ତତ୍) — ସୋମଲତା — The Soma creeper
- ସଂ. ବି ( 6 ଷ୍ଠୀ ତତ୍) — ବିଷ୍ଣୁ — A name of Bishṇu