ଯଜ୍ଞସେନ J̄ajn̄asena

  • ସଂ. ବି — ଦ୍ରୁପଦ ରାଜା; ଦ୍ରୌପଦୀଙ୍କ ପିତା — The father of Dra̲u̲padī
  • ସଂ. ବି — ବିଷ୍ଣୁ (ହି. ଶ.) — Bishṇu
  • ସଂ. ବି — ଦାନବବିଶେଷ — Name of a demon