ମୱାଜିବ୍ Mawājib

  • ବୈଦେ. ବି (ଆ. କଚିରିଆ) — ମାମୁରି; ମାମୁଲି; ନିୟମିତ ସମୟରେ ନିୟମିତ ମାତ୍ରାରେ ବ୍ଯକ୍ତିବିଶେଷଙ୍କୁ ମିଳିବା ପଦାର୍ଥ; ଖଞ୍ଜା ବସ୍ତୁ — A thing which is fixed to be given to a person at stated times in a fixed quantity; customary gift