ମଳେଇ ଗାଈ Maḻeī gāī
- ଦେ. ବି — ଯେଉଁ ଗାଈର ବାଛରୀ ମରି ଯିବାରୁ ତାକୁ ଲୁଣ ଚାଟିବାକୁ ଦେଇ ଅଥବା ତା ଠାରେ ଅନ୍ଯ ଗାଈର ବାଛୁରୀକୁ ଲଗାଇ ତାଠାରୁ ଦୁଧ ଦୁହାଁଯାଏ — A cow milched by making her lick salt when her calf is dead or by employing another cow's calf to suck to induce her to give milk