ମଶକା Maṡakā

  • ଦେ. ବିଣ (ସଂ. ମଶ. ଧାତୁ=ଶବ୍ଦ କରିବା) — ଭଙ୍ଗପ୍ରବଣ (ଗଛର ଡାଳ); ଯାହା ଅଳ୍ପ ବଳ ପ୍ରୟୋଗରେ ଭାଙ୍ଗି ଯାଏ — Frangible (tree or branch)