ମଶ Maṡa

  • ସଂ. ବି (ମଶ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ) — ମଶା (ହି. ଶ.) — Mosquito
  • ସଂ. ବି (ମଶ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ) — (+କରଣ. ଅ) କ୍ରୋଧ (ହି. ଶ.) — Anger
  • ସଂ. ବି (ମଶ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ) — (+କର୍ମ. ଅ) ଗୁଣ୍ଗୁଣ୍ ଶବ୍ଦ — Hum; humming (Apte)