ମୌଗ୍ଧ୍ୟ Ma̲u̲gdhya
- ସଂ. ବି (ମୁଗ୍ଧ+ଭାବେ. ଯ) — ନିର୍ବୁଦ୍ଧିତା — Silliness
- ସଂ. ବି (ମୁଗ୍ଧ+ଭାବେ. ଯ) — ମୁଗ୍ଧତା — The state of being charmed
- ସଂ. ବି (ମୁଗ୍ଧ+ଭାବେ. ଯ) — ସ୍ତ୍ରୀଲୋକଙ୍କର ଭାବ ବିଶେଷ, ଥରେ ଶୁଣିଥିବା କଥାକୁ ଫେର୍ ଆଉ ଥରେ ପଚାରିବା — A feminine weakness, namely-asking a question repeatedly after hearing its answer