ମୌଖିକ ଗଣିତ Ma̲u̲khika gaṇita

  • ସଂ. ବି (ଆଧୁନିକ) — ମାନସାଙ୍କ; ଯେଉଁ ଗଣିତ ସମସ୍ୟାମାନ ମୁହଁରେ ଉତ୍ତର କରାଯାଏ ଓ ଯାହା ଲେଖାଦ୍ୱାରା ଗଣନା କରାଯାଏ ନାହିଁ — Oral artihmetic; arithmetical problems solved by the mouth and wihtout the aid of writing