ମୌଖିକ Ma̲u̲khika
- ସଂ. ବିଣ (ମୁଖ+ସଂବନ୍ଧେ. ଇକ) — ମୁଖସମ୍ବନ୍ଧୀୟ — Facial
- ସଂ. ବିଣ (ମୁଖ+ସଂବନ୍ଧେ. ଇକ) — ବାଚିକ; ବାକ୍ୟରେ ପ୍ରକାଶିତ — Oral; expressed by word of mouth
- ସଂ. ବିଣ (ମୁଖ+ସଂବନ୍ଧେ. ଇକ) — ଛଳନାପୂର୍ବକ — Feigned; pretended
- ସଂ. ବିଣ (ମୁଖ+ସଂବନ୍ଧେ. ଇକ) — କାଳ୍ପନିକ — Imaginary
- ସଂ. ବିଣ (ମୁଖ+ସଂବନ୍ଧେ. ଇକ) — ବାହ୍ୟ (ଯାହା ଅନ୍ତରିକ ନୁହେ) — External