ମୌଗ୍ଧ Ma̲u̲gdha

  • ଦେ. ବି (ସଂ. ମୌଗ୍ଧ୍ୟ) — ନବ ଯୌବନ — Young age; youth
  • ଦେ. ବି (ସଂ. ମୌଗ୍ଧ୍ୟ) — [ଉ— ବୋଲେ କେ ତହିଁ—ହୋଇ ଏ ମୌଗ୍ଧ ପ୍ରକାଶିଛି। ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।]
  • ଦେ. ବି (ସଂ. ମୌଗ୍ଧ୍ୟ) — ମୌଗ୍ଧ୍ୟ (ଦେଖ) — Ma̲u̲dhya (See)