ମେଘ ବାଆ Megha bā-ā

  • ଦେ. ବି (ସହଚର) (ସଂ. ମେଘ+ବାତ) — ମେଘ ଓ ପବନ — Cloud and wind
  • ଦେ. ବି (ସହଚର) (ସଂ. ମେଘ+ବାତ) — ବର୍ଷା ଓ ଝଡ଼ି — Rain and storm