ମେଘ ପୁଷ୍ପ Megha pushpa

  • ସଂ. ବି — ବୃଷ୍ଟି ଜଳ — Rain water
  • ସଂ. ବି — ଜଳ — water
  • ସଂ. ବି — ବିଷ୍ଣୁଙ୍କ ନନ୍ଦିଘୋଷ ରଥର ଏକ ଅଶ୍ୱ — One of the 4 horses of the Nandighosha car of Bishṇu
  • ସଂ. ବି — [ଦ୍ର—ଅନ୍ଯ 3 ଘୋଡ଼ାଙ୍କ ନାମ—ଶୈବ୍ୟ, ବଳାହକ, ସୁଗ୍ରୀବ ବା ବାଜିରଥ—ହି. ଶ।] — [ଦ୍ର—ଅନ୍ଯ3ଘୋଡ଼ାଙ୍କ ନାମ—ଶୈବ୍ୟ, ବଳାହକ, ସୁଗ୍ରୀବ ବା ବାଜିରଥ—ହି. ଶ]
  • ସଂ. ବି — (ଉ—[ 2।3 ] ବରଷାକାଳ ତା କଳ୍ପେ ବଳାହକ, ମେଘ ପୁଷ୍ପେ ଶୋଭା ଘୋଷଚକ୍ର ବ୍ୟାପେ ପ୍ଲବଗ ତୋଷେ—ଭଞ୍ଜ. ବୈଦେହୀଶବିଳାସ।) — (ଉ—[23] ବରଷାକାଳ ତା କଳ୍ପେ ବଳାହକ, ମେଘ ପୁଷ୍ପେ ଶୋଭା ଘୋଷଚକ୍ର ବ୍ୟାପେ ପ୍ଲବଗ ତୋଷେ—ଭଞ୍ଜ. ବୈଦେହୀଶବିଳାସ)
  • ସଂ. ବି — ଇନ୍ଦ୍ରଙ୍କ ଅଶ୍ୱ (ହି. ଶ) — The horse of Indra