ମେଘ ବାଦଲ Megha bādala

  • ଦେ. ବି (ଏକାର୍ଥ ସହଚର) — ଆକାଶରେ ଉଠାଇଥିବା ମେଘମାଳା — Clouds spreading on the sky
  • ଦେ. ବି (ଏକାର୍ଥ ସହଚର) — ବର୍ଷା ଓ ମେଘ — Rain and clouds