ମେଘ ବର୍ଣ୍ଣ Meghabarṇṇa

  • ସଂ. ବି — ମେଘର ରଙ୍ଗ — Colour of the clouds
  • ସଂ. ବି — ନୀଳବର୍ଣ୍ଣ — Azure colour
  • ସଂ. ବି — ଘଟୋତ୍କଚ ରାକ୍ଷସର ପୁତ୍ର — The son of demon Ghaṭotkacha
  • ବିଣ — ମେଘଶ୍ୟାମ (ଦେଖ) — Meghaṡyāma (See)