ମୃଗବ୍ୟ Mṛugabya

  • ସଂ. ବି. (ମୃଗ+ବ୍ୟଥ୍ ଧାତୁ=ବ୍ୟଥିତ ହେବା+ଅଧିକରଣ. କ୍ୱିପ୍) — ମୃଗୟା, ଶିକାର — Hunting; chase
  • ସଂ. ବି. (ମୃଗ+ବ୍ୟଥ୍ ଧାତୁ=ବ୍ୟଥିତ ହେବା+ଅଧିକରଣ. କ୍ୱିପ୍) — ଧନୁର ଲକ୍ଷ୍ୟ — A target in archery-