ମୃଗମାନ Mṛugamāna

  • ସଂ. ବିଣ. ପୁଂ (ମୃଗଧାତୁ+କର୍ତ୍ତୃ. ଆନ) — ଅନ୍ୱେଷଣ କରୁଥିବା — Searching
  • ସଂ. ବିଣ. ପୁଂ (ମୃଗଧାତୁ+କର୍ତ୍ତୃ. ଆନ) — ଶୀକାର ପଛରେ ଗୋଡ଼ାଇଥିବା — Chasing or pursuing a prey