ମୃଗୟା Mṛugayā
- ସଂ. ବି.—(ମୃଗଧାତୁ=ଅନ୍ୱେଷଣ କରିବା+ଅଧିକରଣ. ଯ ନିପାତନ; ଯାହାଦ୍ୱାରା ମୃଗ ପ୍ରଭୃତିଙ୍କି ଅନ୍ୱେଷଣ କରା— ଯାଏ; 3 ୟା ତତ୍; କିମ୍ବା ମୃଗ+ଯା ଧାତୁ=ଗମନ କରିବା+ଭାବ. କ୍ୱିପ୍। ବନଭୂମିରେ ମୃଗା— ନ୍ୱେଷଣ — Hunting of deer in the forest
- ସଂ. ବି.—(ମୃଗଧାତୁ=ଅନ୍ୱେଷଣ କରିବା+ଅଧିକରଣ. ଯ ନିପାତନ; ଯାହାଦ୍ୱାରା ମୃଗ ପ୍ରଭୃତିଙ୍କି ଅନ୍ୱେଷଣ କରା— ଯାଏ; 3 ୟା ତତ୍; କିମ୍ବା ମୃଗ+ଯା ଧାତୁ=ଗମନ କରିବା+ଭାବ. କ୍ୱିପ୍। ଶୀକାର — Hunting; chase
- ସଂ. ବି.—(ମୃଗଧାତୁ=ଅନ୍ୱେଷଣ କରିବା+ଅଧିକରଣ. ଯ ନିପାତନ; ଯାହାଦ୍ୱାରା ମୃଗ ପ୍ରଭୃତିଙ୍କି ଅନ୍ୱେଷଣ କରା— ଯାଏ; 3 ୟା ତତ୍; କିମ୍ବା ମୃଗ+ଯା ଧାତୁ=ଗମନ କରିବା+ଭାବ. କ୍ୱିପ୍। [ଦ୍ର—ଏହା କାମଜ ବ୍ୟସନବିଶେଷ।]