ମୃଗଣ Mṛugaṇa
- ସଂ. ବି (ମୃଗ୍ ଧାତୁ+ଭାବ, ଅନ; +ସ୍ତ୍ରୀ. ଆ) — ଅନ୍ୱେଷଣ — Search
- ସଂ. ବି (ମୃଗ୍ ଧାତୁ+ଭାବ, ଅନ; +ସ୍ତ୍ରୀ. ଆ) — ଅନୁସନ୍ଧାନ — Research; enquiry; investigation
- ସଂ. ବି (ମୃଗ୍ ଧାତୁ+ଭାବ, ଅନ; +ସ୍ତ୍ରୀ. ଆ) — ଅପହୃତ ଦ୍ରବ୍ୟର ଅନୁସନ୍ଧାନ — Search of a stolen article