ମୁଫ୍ତି Muphti

  • ବୈଦେ. ବି—(ଫା) — ମୁସଲମାନ୍ ସ୍ମୃତିଶାସ୍ତ୍ରଜ୍ଞ ବ୍ଯକ୍ତି; ମୁସଲମାନ ଆଇନରେ ପଣ୍ଡିତ ବ୍ଯକ୍ତି; ଧର୍ମଶାସ୍ତ୍ରୀ — A lawyer used in Mahomed law
  • ବୈଦେ. ବି—(ଫା) — ମୁସଲମାନ୍ ବ୍ଯବସ୍ଥାପନ — A mahomedan law giver