ମୁବାରକ୍ Mubārak

  • ବୈଦେ. ବିଣ.— (ଆ. ମୁବାରକ୍) — ଆଶିଷ ପ୍ରାପ୍ତ — Blessed
  • ବୈଦେ. ବିଣ.— (ଆ. ମୁବାରକ୍) — ସ୍ୱାଗତ — Welcomed
  • ବୈଦେ. ବିଣ.— (ଆ. ମୁବାରକ୍) — ସୁଖୀ — Happy
  • ବୈଦେ. ବିଣ.— (ଆ. ମୁବାରକ୍) — ଶୁଭ — , Auspicious
  • ବୈଦେ. ବିଣ.— (ଆ. ମୁବାରକ୍) — ମଙ୍ଗଳମୟ — Blissful