ମୁଫ୍ଲିସ୍ Muphlis

  • ବୈଦେ. ବି—(ଆ). ମୁଫଲୀସ=ଦରିଦ୍ର) — ଦେବାଲିଆ — Insolvent
  • ବୈଦେ. ବି—(ଆ). ମୁଫଲୀସ=ଦରିଦ୍ର) — ଦରିଦ୍ର; ନିସ୍ୱ — Poor; indigent
  • ବି — ଅବିବାହିତା ପୁରୁଷ — A bachelor