ମୁବାରିକ୍ Mubārik

  • ବୈଦେ. ବିଣ.— (ଆ. ମୂବାରକ୍) — ଆଶିଷ ପ୍ରାପ୍ତ — Blessed
  • ବୈଦେ. ବିଣ.— (ଆ. ମୂବାରକ୍) — ସ୍ୱାଗତ — Welcomed
  • ବୈଦେ. ବିଣ.— (ଆ. ମୂବାରକ୍) — ସୁଖୀ — Happy
  • ବୈଦେ. ବିଣ.— (ଆ. ମୂବାରକ୍) — ଶୁଭ — , Auspicious
  • ବୈଦେ. ବିଣ.— (ଆ. ମୂବାରକ୍) — ମଙ୍ଗଳମୟ — Blissful