ମୁନସି Munasi

  • ବୈଦେ. ବି—(ଆ. ମୁନ୍ସୀ= ରଚନା ନିପୁଣ; ଇଂରେଜୀ ଭାଷାରେ ମଧ୍ୟ ବ୍ଯବହୃତ ଶବ୍ଦ) — ଲେଖକ; ଲିପିକର; ରାଇଟର୍; ମୋହରର୍ — Writer; a scribe; a mohorir
  • ବୈଦେ. ବି—(ଆ. ମୁନ୍ସୀ= ରଚନା ନିପୁଣ; ଇଂରେଜୀ ଭାଷାରେ ମଧ୍ୟ ବ୍ଯବହୃତ ଶବ୍ଦ) — କଚେରିରେ ଦେଶୀୟ ଭାଷାରେ ଲେଖିବା ମୋହରର୍; କିରାନି — A Vernacular clerk
  • ବୈଦେ. ବି—(ଆ. ମୁନ୍ସୀ= ରଚନା ନିପୁଣ; ଇଂରେଜୀ ଭାଷାରେ ମଧ୍ୟ ବ୍ଯବହୃତ ଶବ୍ଦ) — ପୁଲିସ୍ ସବ୍ ଇନ୍ସପେକ୍ଟର — Police Sub-inspector