ମୁନାଇବା Munāibā
- ଦେ. କ୍ରି — ମୁନ କରିବା (ଦେଖ) — Muna karibā (See)
- ଦେ. କ୍ରି — (ମଞ୍ଜିରୁ ଛୋଟ ଗଜା) ଭୂମି ଉପରକୁ ବାହାରିବା; ଗଜୁରିବା; — To sprout; to send forth a sprout (said of a seed); to germinate
- ପ୍ରାଦେ. (ଗଡ଼ଜାତ) କ୍ରି — ଜନ୍ତୁର ଶରୀରର ଏକ ପାଖ ଫୁଟି ଆର ପାଖରେ ଶରାଦିର ମୁନ ବାହାରିବା — (the pointed end of an arrow) To appear on the other side of the body of an animal pierced with it