ମୁନମୁନି Munamuni
- ପ୍ରାଦେ (ଯାଜପୁର) ବି — ବାୟା ଚଢ଼େଇ — Tailor bird
- ପ୍ରାଦେ (ଯାଜପୁର) ବି — [ଦ୍ର—ଏହି ଚଢ଼େଇ ଦୁଇ ଶ୍ରେଣୀର ଦେଖା ଯାଆନ୍ତି। ଏକ ଶ୍ରେଣୀର ବାୟା ଚଢ଼େଇ ପତ୍ରମାନ ସିଲେଇ କରି ବସା ବାନ୍ଧି ସେଥିରେ ରହନ୍ତି ଅନ୍ଯ ଏକ ଶ୍ରେଣୀର ବାୟା ତାଳ ଓ ନଡ଼ିଆ ଆଦି ଡେଙ୍ଗା ଗଛମାନଙ୍କରେ ଓହଳି— ଥିବା ବସା କରି ବାସ କରନ୍ତି।]