ମୁନଘଷା Muna ghashā

  • ଦେ. ବି — ମୁନ ଘଷିବା; ମୁନିଆ ଅସ୍ତ୍ରଶସ୍ତ୍ରାଦିର ଦାଢ଼ କରିବା — Sharpening of a pointed weapon
  • ବିଣ — ଦାଢ଼ୁଆ; ତୀକ୍ଷ୍ଣ; ମୁନିଆ — Sharp
  • ବିଣ — [ଉ—ଘେନିଗଲେ ବିନ୍ଧିଣ ମୁନଘସା ବାଣ—କୃଷ୍ଣସିଂହ ମହାଭାରତ. ଉଦ୍ଯୋଗ ପର୍ବ।]