ମୁଧା Mudhā

  • ସଂ. ଅ—(ମୁହଧାତୁ+କରଣ ଆ) — ବୃଥା — In vain
  • ସଂ. ଅ—(ମୁହଧାତୁ+କରଣ ଆ) — (ଉ— ନିମ୍ବଦଳ ଦ୍ରବେ ଦେଇ ମନ ସୁଧାଧାରା ମୁଧା ଧରାତଳେ ଦେଲୁ ତ ଅଜାଡ଼ିରେ। କବିସୂର୍ଯ୍ୟ. ସଙ୍ଗୀତ।)