ମୁଖାଗ୍ର Mukhāgra

  • ସଂ. ବି—( 6 ଷ୍ଠୀ ତତ୍) — ଓଠ — Lip
  • ସଂ. ବି—( 6 ଷ୍ଠୀ ତତ୍) — ଥୋମଣି — Snout
  • ସଂ. ବି—( 6 ଷ୍ଠୀ ତତ୍) — କୌଣସି ବସ୍ତୁର ଆଗ ପାଖ (ହି. ଶ) — The front portion or side of a thing
  • ସଂ. ବିଣ — ମୁଖସ୍ଥ; କଣ୍ଠସ୍ଥ (ହି. ଶ) — Committed to memory; got by heart
  • ସଂ. ବିଣ — ଯେଉଁ ବିଷୟ ବା କଥା କୌଣସି ବ୍ଯକ୍ତିଙ୍କ ମୁହଁରୁ ଉଚ୍ଚାରିତ ହେବାକୁ ପ୍ରସ୍ତୁତ ଥାଏ — (any matter) Which is on the point of being uttered by a person which is on the tip of one's tongue