ମୁଖା Mukhā
- ଦେ. ବି (ସଂ. ମୁଖକୋଷ) — ମୁଖକୋଷ; ମୁଖାଚ୍ଛାଦନ; ଯାତ୍ରା ସୁଆଙ୍ଗ ଆଦିରେ ନିଜ ମୁହଁକୁ ଘୋଡ଼ାଇ ଅନ୍ଯ ଯେଉଁ କୃତିମ ମୁଖ ପିନ୍ଧିବା — A mask worn on the face in masquerades
- ଦେ. ବି (ସଂ. ମୁଖକୋଷ) — [ଉ— ମୁଖାର ଯୋଗାଡ଼ ନାହିଁ ଅଛି ତାଙ୍କ ମୁଖା। ପ୍ରାଚୀ, ବ୍ରହ୍ମନିରୁପଣଗୀତା।]
- ଦେ. ବି (ସଂ. ମୁଖକୋଷ) — ବନ୍ୟବୃକ୍ଷବିଶେଷ [ଦ୍ର—ଏହା ପାହାଡ଼ ଉପରେ ଥିବା ରୁକ୍ଷ ଯାଗା- ମାନଙ୍କରେ ଜନ୍ମେ।] — Schebera Swietenioides (Haines)
- ଦେ. ବିଣ. ପୁଂ (ଅନ୍ଯ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ, ଯଥା ବାନର ମୁଖା;) — ମୁଖଯୁକ୍ତ — Faced, having a face
- କ୍ରି. ବିଣ — ଅନ୍ଯ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ ଯଥା— ଉତ୍ତର ମୁଖା; ପୂର୍ବମୁଖା)
- କ୍ରି. ବିଣ — କୌଣସି ଦିଗକୁ ମୁହଁ କରି — Facing toward, with face turned towards