ମୁଖାପସେକ Mukhāpaseka

  • ସଂ. ବି—( 6 ଷ୍ଠୀ ତତ୍; ମୁଖ+ଅପସେକ) — ମୁହଁରେ ଲାଳ ଉଠିବା — Salivation
  • ସଂ. ବି—( 6 ଷ୍ଠୀ ତତ୍; ମୁଖ+ଅପସେକ) — ରୋଗ ବିଶେଷ; ମୁହଁ ନାଳେଇବା — Water brash; involuntary flow of saliva