ମୁଖସ୍ରାବ Mukhasrāba
- ସଂ. ବି (ମୁଖ+ସ୍ରୁ ଧାତୁ+କର୍ତ୍ତୃ. ଅ) — ଲାଳ — Saliva
- ସଂ. ବି (ମୁଖ+ସ୍ରୁ ଧାତୁ+କର୍ତ୍ତୃ. ଅ) — କେତେକ ଶିଶୁଙ୍କ ମୁହଁରୁ ଅତ୍ୟଧିକ ଲାଳ ବହିବା — Excessive salivation of some childern
- ସଂ. ବି (ମୁଖ+ସ୍ରୁ ଧାତୁ+କର୍ତ୍ତୃ. ଅ) — [ଦ୍ର—ଏହା ଦୂଷିତ ସ୍ତନ୍ଯପାନ ଯୋଗୁଁ ହୁଏ। ସାଧାରଣ ବିଶ୍ୱାସ ଯେ, ଯେଉଁ ପିଲା ଗର୍ଭରେ ଥିବା ସମୟରେ ମାତାର ଦୋହଦଲାଳସା ଅପୂର୍ଣ୍ଣ ରହିଥାଏ. ସେ ପିଲାର ପାଟିରୁ ଖୁବ୍ ଲାଳ ଗଡ଼େ।]