ମୁଖସ୍ଥ Mukhastha
- ସଂ. ବିଣ (ମୁଖ+ସ୍ଥା ଧାତୁ+କର୍ତ୍ତୃ. ଅ) — ପଇଟାଯାଇ ଥିବା; କଣ୍ଠସ୍ଥ — Committed to memory; learnt by rote
- ସଂ. ବିଣ (ମୁଖ+ସ୍ଥା ଧାତୁ+କର୍ତ୍ତୃ. ଅ) — ମୁଖସ୍ଥିତ — Situated or placed on the face or in the mouth
- ସଂ. ବିଣ (ମୁଖ+ସ୍ଥା ଧାତୁ+କର୍ତ୍ତୃ. ଅ) — ମୌଖିକ; ବାହ୍ୟ; ଯାହା ଆନ୍ତରିକ ନୁହେ — External