ମୁଖଶୋଧୀ Mukhaṡodhī
- ସଂ. ବିଣ. ପୁଂ (ମୁଖ+ଶୁଧ ଧାତୁ+କର୍ତ୍ତୃ. ଇନ୍, 1 ମ 1 ବ) — ଯାହା ମୁଖର ଦୁର୍ଗନ୍ଧ ନିବାରଣ କରେ — Removing bad smell from the mouth
- ସଂ. ବି. ପୁଂ — ମୁଖଶୋଧନ 3 । (ଦେଖ) — ମୁଖଶୋଧନ3 (ଦେଖ)—. Mukhaṡodhana 3 (See)
- ସଂ. ବି. ପୁଂ — ଜଂବୀର ଲେମ୍ବୁ — Citron (fruit)