ମୁକୁ Muku

  • ସଂ. ବି (ମୁଚ୍ ଧାତୁ+ଭାବ. କୁ) — ମୁକ୍ତି — Emancipation
  • ସଂ. ବି (ମୁଚ୍ ଧାତୁ+ଭାବ. କୁ) — ମୋକ୍ଷ — Final beatitude
  • ଗ୍ରା (ପ୍ରାଚୀନ ପ୍ରୟୋଗ; 'ମୁଁ' ଶବ୍ଦର 2 ୟା ବିଭକ୍ତି 1 ବଚନର ରୂପ) — ମୋତେ — To me