ମୁକୁତା Mukutā

  • ଗ୍ରା. ବି (ସଂ. ମୁକ୍ତା) — ମୁକ୍ତା; ମୋତି — Pearl
  • ଗ୍ରା. ବି (ସଂ. ମୁକ୍ତା) — [ଉ—ସେ ଜଳରେ ମୁକୁତା ପଡ଼ି ଭାସୁଛନ୍ତି, ମନ୍ଦ ପବନରେ ଯେ ଅଳପ କମ୍ପନ୍ତି—କୃଷ୍ଣସିଂହ. ମହାଭାରତ. ସଭା।]
  • ଗ୍ରା. ବି (ସଂ. ମୁକ୍ତା) — ମୁକ୍ତାନାମ୍ନୀ ସ୍ତ୍ରୀର ଡାକ ନାମ — Name for calling a woman named Muktā