ମୁକାମ୍ Mukām
- ବୈଦେ. ବି (ଫା, ମକାନ୍) — ବାସସ୍ଥାନ — Residence
- ବୈଦେ. ବି (ଫା, ମକାନ୍) — ବସା ଘର; ଅସ୍ଥାୟୀ ବାସ ସ୍ଥାନ — Temporary resdience or lodging
- ବୈଦେ. ବି (ଫା, ମକାନ୍) — ଗୃହ; କୋଠା ଘର ଆଦି — Building; palatial house
- ବୈଦେ. ବି (ଫା, ମକାନ୍) — (ଆ. ମୁକାମ୍) କୌଣସି ବ୍ଯକ୍ତିର ରହିବାର ଠିକଣା — Address or the whereabouts of a person
- ବୈଦେ. ବି (ଫା, ମକାନ୍) — ପଥିକର ଯାତ୍ରାକାଳୀନ ରାତ୍ରିଯାପନ ସ୍ଥାନ — A place where a traveller halts for the night in the course of travelling
- ବୈଦେ. ବି (ଫା, ମକାନ୍) — ପଥିକର ଏକଦିନ ଚାଲିବା ପରେ ଏକ ସ୍ଥାନରେ ରାତ୍ରି ଯାପନ — A traveller's halt for the night after one day's travelling
- ବୈଦେ. ବି (ଫା, ମକାନ୍) — (ଯଥା—କଟକରୁ ପୁରିକୁ ଯିବାକୁ ହେଲେ ବାଟରେ ଦୁଇ ମୁକାମ କରିବାକୁ ହେବ।)
- ବୈଦେ. ବି (ଫା, ମକାନ୍) — ସତ୍ୟନାରାୟଣ ପୂଜା ସମୟରେ ଆସ୍ଥାନ ବା ପୀଢ଼ା ଉପରେ ପଞ୍ଚ ଦେବତାଙ୍କୁ ଉତ୍ସର୍ଗ କରାଯାଇ ପାନ ଉପରେ ରଖାଯିବା ପାଚିଲା କଦଳୀ — Ripe plantains placed on betel leaves and dedicated to the five Deities who are invoked during the Satyanārāyaṇa pūjā ceremony