ମୁକୁତା ଝରା Mukutā jharā

  • ଗ୍ରା. ବି — ମୁକ୍ତା ସମ୍ବଳିତ ଝରା — Tassels made of many strings of pearls strung together
  • ଗ୍ରା. ବି — [ଉ—ଯତନେ ଲମ୍ବାଇ ଶିରେ ମୁକୁତା ଝରା. ସଙ୍ଗୀତ।]
  • ଗ୍ରା. ବି — [ଦ୍ର— ଏହି ପରି ମୁକୁତାମାଳ, ମୁକୁତା ହାର ଆଦି ହୁଏ।]