ମୁକୁଳା Mukuḻā

  • ଦେ. ବିଣ (ସଂ. ମକ୍ତ୍ର) — ଖାଲି; ଜନଶୂନ୍ଯ (ଘର) — Empty; untenanted
  • ଦେ. ବିଣ (ସଂ. ମକ୍ତ୍ର) — ଖୋଲା; ଯେଉଁ ସ୍ଥାନକୁ କୌଣସି ଦ୍ରବ୍ୟ ଆଦି ଅଧିକାର କରି ନ ଥାଏ — Unoccupied (space or place); open; bare
  • ଦେ. ବିଣ (ସଂ. ମକ୍ତ୍ର) — କବାଟ ବନ୍ଦ ହୋଇ ନ ଥିବା (ଘର) — (House) With the door open
  • ଦେ. ବିଣ (ସଂ. ମକ୍ତ୍ର) — ମୁକ୍ତ; ଉନ୍ମୁକ୍ତ — Released; freed
  • ଦେ. ବିଣ (ସଂ. ମକ୍ତ୍ର) — ସାହା ଖରଚୀ; ମୁକ୍ତ ହସ୍ତ — Spendthrift
  • ଦେ. ବିଣ (ସଂ. ମକ୍ତ୍ର) — ସରଳ; ଯେ ଗୁପ୍ତ କଥାକୁ ଲୁଚାଇ ରଖି ନ ପାରେ — Frank; Plain—spoken
  • ଦେ. ବିଣ (ସଂ. ମକ୍ତ୍ର) — ଅସାବଧାନ; ଅସତର୍କ — Unwary; careless
  • ଦେ. ବିଣ (ସଂ. ମକ୍ତ୍ର) — ମୁକୁଳ (ଦେଖ) — Mukula (See)