ମୁକୁଳିବା Mukuḻibā

  • ଦେ. ବି (ସଂ. ମୁଚ୍ ଧାତୁରୁ ମୁକ୍ତ) — ମୁକ୍ତି ପାଇବା; ମୁକ୍ତିଲାଭ କରିବା — To be set free; to be liberated; to be freed
  • ଦେ. ବି (ସଂ. ମୁଚ୍ ଧାତୁରୁ ମୁକ୍ତ) — ଆସନ୍ନ ବିପଦରୁ ଉଦ୍ଧାର ପାଇବା — To be delivered from an impending danger
  • ଦେ. ବି (ସଂ. ମୁଚ୍ ଧାତୁରୁ ମୁକ୍ତ) — କାରାମୁକ୍ତ ହେବା — To be released from confinement