ମୁକୁଳେଇବା Mukuḻeibā

  • ଦେ. କ୍ରି. (ସଂ. ମୁଚ୍ ଧାତୁ; ମୁକୁଳିବା କ୍ରିୟାର ଣିଜନ୍ତ ରୂପ) — ବନ୍ଧନରୁ ମୁକ୍ତ କରିବା — To liberate; to release from a bond
  • ଦେ. କ୍ରି. (ସଂ. ମୁଚ୍ ଧାତୁ; ମୁକୁଳିବା କ୍ରିୟାର ଣିଜନ୍ତ ରୂପ) — (ଉ—ସୁଯୋଧନ ରଜାକୁ ଆଣ ମୁକୁଳାଇ। କୃଷ୍ଣସିଂହ. ମାହାଭାରତ. ବନ।)
  • ଦେ. କ୍ରି. (ସଂ. ମୁଚ୍ ଧାତୁ; ମୁକୁଳିବା କ୍ରିୟାର ଣିଜନ୍ତ ରୂପ) — ଫିଟାଇବା — To untie; to unbind
  • ଦେ. କ୍ରି. (ସଂ. ମୁଚ୍ ଧାତୁ; ମୁକୁଳିବା କ୍ରିୟାର ଣିଜନ୍ତ ରୂପ) — (ଉ— ପେଣ୍ଡାବାଳ ମୁକୁଳାଇ ବସିଅଛି କେହି। ରାଧାନାଥ. ମହାଯାତ୍ରା।)
  • ଦେ. କ୍ରି. (ସଂ. ମୁଚ୍ ଧାତୁ; ମୁକୁଳିବା କ୍ରିୟାର ଣିଜନ୍ତ ରୂପ) — ଋଣ ପରିଶଶୋଧ କରି ବନ୍ଧା ଦିଆ ଯାଇ ଥିବା ବସ୍ତୁକୁ ମହାଜନଠାରୁ ମୁକ୍ତ କରି ଆଣିବା — To redeem a thing from mortgage or pledge by paying off the debt
  • ଦେ. କ୍ରି. (ସଂ. ମୁଚ୍ ଧାତୁ; ମୁକୁଳିବା କ୍ରିୟାର ଣିଜନ୍ତ ରୂପ) — କାରା- ମୁକ୍ତ କରିବା — To release from confine- ment
  • ଦେ. କ୍ରି. (ସଂ. ମୁଚ୍ ଧାତୁ; ମୁକୁଳିବା କ୍ରିୟାର ଣିଜନ୍ତ ରୂପ) — (ଉ—ଦେହ ମୁକୁଳାଇ ପ୍ରହରୀ ହୋଇ ଏ ଚୋରାଇ ନେଲା ହୃଦୟ। ରାଧାନାଥ ଉର୍ବଶୀ।)
  • ଦେ. କ୍ରି. (ସଂ. ମୁଚ୍ ଧାତୁ; ମୁକୁଳିବା କ୍ରିୟାର ଣିଜନ୍ତ ରୂପ) — କଟାଳିମାନେ କ୍ଷେତରୁ ଆଣିଥିବା ଧାନହଳାର ଗୋଛା- ମାନଙ୍କୁ ଫିଟାଇ ତହିଁରୁ କଟାଳିମାନଙ୍କୁ ପାରିଶ୍ରମିକ କାଢ଼ି ଦେବା — To untie the bundles or sheaves of corn harvested by the reapers in order to parcel out the share for their remuneration