ମୁକୁର Mukura

  • ସଂ. ବି (ମନ୍କ୍ ଧାତୁ=ଭୂଷିତ କରିବା+କରଣ. ଉର) — ଦର୍ପଣ — Mirror
  • ସଂ. ବି (ମନ୍କ୍ ଧାତୁ=ଭୂଷିତ କରିବା+କରଣ. ଉର) — ବକୁଳ ବୃକ୍ଷ — The Bakuḻa tree
  • ସଂ. ବି (ମନ୍କ୍ ଧାତୁ=ଭୂଷିତ କରିବା+କରଣ. ଉର) — କୁଲାଳଦଣ୍ଡ — The potter's staff
  • ସଂ. ବି (ମନ୍କ୍ ଧାତୁ=ଭୂଷିତ କରିବା+କରଣ. ଉର) — ମୁକୁଳ (ଦେଖ) — Mukuḻa (See)
  • ସଂ. ବି (ମନ୍କ୍ ଧାତୁ=ଭୂଷିତ କରିବା+କରଣ. ଉର) — ମଲ୍ଲିକା ପୁଷ୍ପ ଗୁଚ୍ଛ — A bunch of jasmine flowers