ମିତି Miti
- ସଂ. ବି—(ମା ଧାତୁ=ମାପିବା+ଭାବ. ତି) — ମାପ; ପରିମାଣ — Measure
- ସଂ. ବି—(ମା ଧାତୁ=ମାପିବା+ଭାବ. ତି) — (+କରଣ ତି) ଜ୍ଞାନ — Knowledge
- ସଂ. ବି—(ମା ଧାତୁ=ମାପିବା+ଭାବ. ତି) — (+କର୍ମ. ତି) ପ୍ରମାଣ — Proof; evidence
- ସଂ. ବି—(ମା ଧାତୁ=ମାପିବା+ଭାବ. ତି) — ଅବଚ୍ଛେଦ — Section; part; portion
- ସଂ. ବି—(ମା ଧାତୁ=ମାପିବା+ଭାବ. ତି) — ସୀମା — Limit; boundary
- ସଂ. ବି—(ମା ଧାତୁ=ମାପିବା+ଭାବ. ତି) — ନିର୍ଦ୍ଦିଷ୍ଟ ଧନ ବା ମୁଦ୍ରା — A specified sum or amount
- ସଂ. ବି—(ମା ଧାତୁ=ମାପିବା+ଭାବ. ତି) — ନିର୍ଦ୍ଦଷ୍ଟ ତିଥି ବା ତାରିଖ — A specified day of a lunar fortnight
- ସଂ. ବି—(ମା ଧାତୁ=ମାପିବା+ଭାବ. ତି) — (+ଭାବ. ତି) କ୍ଷେପଣ — Throwing; casting
- ଦେ. ଅ — ମିତିକା (ଦେଖ) — Mitikā (See)