ମିତାଶନ Mitāṡana

  • ସଂ. ବି—(କର୍ମଧା; ମିତ+ଅଶନ) — ପରିମିତ ଆହାର — Moderate eating
  • ସଂ. ବିଣ. ପୁଂ— (ବହୁବ୍ରୀହି; ମିତ+ଅଶନ) — ପରିମିତ ଭୋଜୀ — Moderate in eating; abstemious