ମିତାନ୍ Mitān

  • ପ୍ରାଦେ (ସମ୍ବଲପୁର)—ଅବ୍ୟୟ (ତୁଳ ବଂ. ମତନ୍; ହି. ମୋତାବିକ୍) — ପରି; ମତି — Like
  • ପ୍ରାଦେ (ସମ୍ବଲପୁର)—ଅବ୍ୟୟ (ତୁଳ ବଂ. ମତନ୍; ହି. ମୋତାବିକ୍) — [ଉ— ସେ କାହାର ମିତାନ୍ ଦେଖା ଯାଉଛେ?=ସେ କାହାପରି ଦେଖା ଯାଉଛି?]