ମିତାକ୍ଷର Mitākshara

  • ସଂ. ବି (କର୍ମଧା; ମିତ+ ଅକ୍ଷର) — ମିତ ବାକ୍ୟ — Measured speech; moderate words
  • ସଂ. ବିଣ. ପୁଂ (ବହୁବ୍ରୀହି) — ମିତବାକ୍ — Moderate in speech