ମିତାର୍ଥ Mitārtha

  • ସଂ. ବି.—(କର୍ମଧାରୟ, ମିତ+ ଅର୍ଥ) — କୌଣସି ବାକ୍ୟର ବିଶିଷ୍ଟ ବା ସୀମାବଦ୍ଧ ଅର୍ଥ — Restricted or special meaning of a word
  • ସଂ. ବି.—(କର୍ମଧାରୟ, ମିତ+ ଅର୍ଥ) — (ବହୁବ୍ରୀହି) ପରିମିତ ଭାଷୀ ଦୂତବିଶେଷ — A messenger who speaks with moderation
  • ବିଣ. ପୁଂ—(ବହୁବ୍ରୀହି) ଯେଉଁ ବାକ୍ୟର ଅର୍ଥ ସୀମାବଦ୍ଧ — (a word) Of restricted meaning